Posts

ମୋ ଅନୁଭୁତି

Image
Alok Vesra                            (Alok Kumar Vesra)                   ବରଗଡ ଜିଲ୍ଲା ସୋହେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଇଛାପାଲି ଗ୍ରାମ ର ଗଣ୍ଡା ପଡା ରେ ଶ୍ରୀଯୁକ୍ତ ନାରାୟଣ ଭେସ୍ରା ଓ ଶ୍ରୀମତୀ ନିରୁପମା ଭେସ୍ରା ଙ୍କ ଘରେ ୨୪ ଅଗଷ୍ଟ ୧୯୯୯ ମସିହା ରେ ଆଲୋକ କୁମାର ଭେସ୍ରା ଜନ୍ମ ହୋଇଥିଲେ ।ବାପା ନାରାୟଣ ଭେସ୍ରା ପେସା ରେ ଜଣେ ସମାଜସେବୀ ଏବଂ ବହୁଜନ ସମାଜ ପାର୍ଟି ର ଜଣେ ବରିଷ୍ଠ ନେତା ତଥା ଜଣେ ନିର୍ଭୀକ ବ୍ଯକ୍ତି ଅଟନ୍ତି ।ମାଁ ନିରୁପମା ଭେସ୍ରା ଜଣେ ଗୃହିଣୀ ଅଟନ୍ତି ।ପରିବାର କହିଲେ ବାପା ମାଁ ଙ୍କ ବ୍ଯତୀତ ଘରେ ତାଙ୍କ ଜେଜେମାଆ, ଏବଂ ଦୁଇଟି ସାନ ଭଉଣୀ ଝରଣା ରାଣୀ ଭେସ୍ରା ଓ ଲିପିରାଣି ଭେସ୍ରା ଅଛନ୍ତି ।